Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପଦରୁ ହଟିଲେ ଆଲୋକ ବର୍ମା

    Share on :
    Date: Jan 10, 2019    Views: 73

    ଭୁବନେଶ୍ୱର : ସିବିଆଇ ନିଦେ୍ର୍ଧଶକ ଆଲୋକ ବର୍ମାଙ୍କୁ ପଦଚୁ୍ୟତ କରାଯାଇଛି  । ତାଙ୍କ ବିରୋଧରେ ଆସିଥିବା ସଂଗୀନ ବୋଲି ସିଲେକ୍ଟ କମିଟି ମତ ଦେବା ସହ ତାଙ୍କୁ କାର୍ଯ୍ୟରୁ ହଟାଇ ଦିଆଯାଇଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଲେକ୍ଟ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି  । ୨ : ୧ ଭୋଟରେ ଆଲୋକ ବର୍ମାଙ୍କୁ ହଟା ଯାଇଛି  । ବୈଠକରେ ମଲ୍ଲିକାର୍ଜୁନ ଖାଡ଼ଗେ ଓ ଜଷ୍ଟିସ ସିକ୍ରି ମଧ୍ୟ ଉପସ୍ଥିତ ଥିଲେ  । 

    Maximum 500 characters

    ତାଜା ଖବର View all

    Find Us on Facebook