Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ହୀରାକୁଦରେ ଅତିରିକ୍ତ ସ୍ପିଲ ୱେ

    Share on :
    Date: Jan 10, 2019    Views: 41

    ଭୁବନେଶ୍ୱର: ହୀରାକୁଦ ବନ୍ଧ ନିକଟରେ ଅତିରିକ୍ତ ସ୍ପିଲ ୱେ ନିର୍ମାଣ ହେବ । ଏନେଇ ସୂଚନା ଦେଇଛନ୍ତି  ଜଳ ସମ୍ପଦ ସଚିବ ପ୍ରଦୀପ ଜେନା । ଶ୍ରୀ ଜେନା କହିଛନ୍ତ ଯେ, ସ୍ପିଲ ୱେ ନିର୍ମାଣରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।  ୩ ବର୍ଷ ମଧ୍ୟରେ ଅତିରିକ୍ତ ସ୍ପିଲ ୱେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook