Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବ୍ରହ୍ମପୁର: ୧୯୫୨ରୁ ଏଯାଏଁ କାହା ହାତରେ ଶାସନ ଡୋରି

    Share on :
    Date: Jan 9, 2019    Views: 143

    ଭୁବନେଶ୍ୱର: ପାଖେଇ ଆସୁଛି ୨୦୧୯ ନିର୍ବାଚନ । ୧୯୫୨ରୁ ଏଯାଏଁ ପନ୍ଦର ଥର ନିର୍ବାଚନ ହୋଇସାରିଲାଣି । ଆମ ଅଂଚଳର ଏବେର ବିଧାୟକ ଓ ଚର୍ଚ୍ଚିତ ଚେହେରାଙ୍କୁ ହୁଏତ ଆମେ ମନେ ରଖିଥିବା ବା ଜାଣିଥିବା । କିନ୍ତୁ ୧୯୫୨ରୁ ଆଜି ପର୍ଯ୍ୟନ୍ତ କାହା ହାତରେ ଆମ ନିର୍ବାଚନ ମଣ୍ଡଳୀର ଜନତା ଶାସନର ଡୋରି ଧରାଇଦେଇଛନ୍ତି ହୁଏତ ଅନେକ ସେ ସଂପର୍କରେ ଅବଗତ ନଥିବେ । ସେ ସଂପର୍କରେ ସମ୍ୟକ ସୂଚନା ଦେବା ପାଇଁ ଓଡ଼ିଆ ସ୍ପଟ ନୁ୍ୟଜର ପ୍ରୟାସ । ଏଥର ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ବିଷୟରେ ଜାଣିବା । 

    ୧. ରାମଚନ୍ଦ୍ର ମିଶ୍ର ସ୍ୱାଧୀନ ୧୯୫୨-୧୯୫୭

    ୨. ସ୍ୱର୍ଗତ ବୃନ୍ଦାବନ ନାୟକ(ଉପନିର୍ବାଚନ) କଂଗ୍ରେସ ୧୯୫୨-୧୯୫୭

    ୩. ସ୍ୱର୍ଗତ ଲିଙ୍ଗରାଜ ପାଣିଗ୍ରାହୀ କଂଗ୍ରେସ ୧୯୫୭-୧୯୬୧

    ୪. ସ୍ୱର୍ଗତ ଶିଶିର କୁମାର ନରେନ୍ଦ୍ର ଦେବ କଂଗ୍ରେସ ୧୯୬୧-୧୯୬୭

    ୫. ସ୍ୱର୍ଗତ ବିନାୟକ ଆଚାର୍ଯ୍ୟ କଂଗ୍ରେସ ୧୯୬୭-୧୯୭୧

    ୬. ସ୍ୱର୍ଗତ ବିନାୟକ ଆଚାର୍ଯ୍ୟ କଂଗ୍ରେସ ୧୯୭୪-୧୯୭୭

    ୭. ଶ୍ରୀମତୀ ରତ୍ନମଞ୍ଜରୀ ଦେବୀ ସ୍ୱାଧୀନ ୧୯୭୭-୧୯୮୦

    ୮. ସ୍ୱର୍ଗତ କୃଷ୍ଣଚନ୍ଦ୍ର ପଟ୍ଟନାୟକ କଂଗ୍ରେସ (ଆଇ) ୧୯୮୦-୧୯୮୫

    ୯. ଶିବଶଙ୍କର ସାହାଣୀ କଂଗ୍ରେସ ୧୯୮୫-୧୯୯୦

    ୧୦. ସ୍ୱର୍ଗତ ବିନାୟକ ମହାପାତ୍ର ଜନତା ଦଳ ୧୯୯୦-୧୯୯୫

    ୧୧. ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଜନତା ଦଳ ୧୯୯୫-୨୦୦୦

    ୧୨. ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବିଜେଡି ୨୦୦୦-୨୦୦୪

    ୧୩. ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବିଜେଡି ୨୦୦୪-୨୦୦୯

    ୧୪. ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବିଜେଡି ୨୦୦୯-୨୦୧୪

    ୧୫. ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବିଜେଡି ୨୦୧୪ରୁ ଏଯାବତ...

    Maximum 500 characters

    ରାଜନୀତି View all

    Find Us on Facebook