Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବରଗଡ଼: ୧୯୫୨ରୁ ଏଯାଏଁ କାହା ହାତରେ ଶାସନ ଡୋରି

    Share on :
    Date: Jan 9, 2019    Views: 137

    ଭୁବନେଶ୍ୱର: ପାଖେଇ ଆସୁଛି ୨୦୧୯ ନିର୍ବାଚନ । ୧୯୫୨ରୁ ଏଯାଏଁ ପନ୍ଦର ଥର ନିର୍ବାଚନ ହୋଇସାରିଲାଣି । ଆମ ଅଂଚଳର ଏବେର ବିଧାୟକ ଓ ଚର୍ଚ୍ଚିତ ଚେହେରାଙ୍କୁ ହୁଏତ ଆମେ ମନେ ରଖିଥିବା ବା ଜାଣିଥିବା । କିନ୍ତୁ ୧୯୫୨ରୁ ଆଜି ପର୍ଯ୍ୟନ୍ତ କାହା ହାତରେ ଆମ ନିର୍ବାଚନ ମଣ୍ଡଳୀର ଜନତା ଶାସନର ଡୋରି ଧରାଇଦେଇଛନ୍ତି ହୁଏତ ଅନେକ ସେ ସଂପର୍କରେ ଅବଗତ ନଥିବେ । ସେ ସଂପର୍କରେ ସମ୍ୟକ ସୂଚନା ଦେବା ପାଇଁ ଓଡ଼ିଆ ସ୍ପଟ ନୁ୍ୟଜର ପ୍ରୟାସ । ଏଥର ବରଗଡ଼ ନିର୍ବାଚନ ମଣ୍ଡଳୀ ବିଷୟରେ ଜାଣିବା । 

    ୧. ସ୍ୱର୍ଗତ ନିକୁଞ୍ଜ ବିହାରୀ ସିଂହ ଅଲ୍ଇଣ୍ଡିଆ ଗଣତନ୍ତ୍ର ପରିଷଦ ୧୯୫୭-୧୯୬୧

    ୨. ସ୍ୱର୍ଗତ ଗଣନାଥ ପ୍ରଧାନ ସାମ୍ମୁଖ୍ୟ ସୋସାଲିଷ୍ଟ ପାର୍ଟି ୧୯୬୧-୧୯୬୭

    ୩. ସ୍ୱର୍ଗତ ଭାରତ ଚନ୍ଦ୍ର ହୋତା କଂଗ୍ରେସ ୧୯୬୭-୧୯୭୧

    ୪. ସ୍ୱର୍ଗତ ଚିତରଂଜନ କର କଂଗ୍ରେସ (ଆର) ୧୯୭୧-୧୯୭୩

    ୫. ସ୍ୱର୍ଗତ ନବୀନ କୁମାର ପ୍ରଧାନ ସାମ୍ମୁଖ୍ୟ ସୋସାଲିଷ୍ଟ ପାର୍ଟି ୧୯୭୪-୧୯୭୭

    ୬. ସ୍ୱର୍ଗତ ନବୀନ କୁମାର ପ୍ରଧାନ ଜନତା ୧୯୭୭-୧୯୮୦

    ୭. ସ୍ୱର୍ଗତ ଯଦୁମଣି ପ୍ରଧାନ କଂଗ୍ରେସ (ଆଇ) ୧୯୮୦-୧୯୮୫

    ୮. ସ୍ୱର୍ଗତ ଯଦୁମଣି ପ୍ରଧାନ କଂଗ୍ରେସ ୧୯୮୫-୧୯୯୦

    ୯. ପ୍ରସନ୍ନ ଆଚାର୍ଯ୍ୟ ଜନତା ଦଳ ୧୯୯୦-୧୯୯୫

    ୧୦. ପ୍ରସନ୍ନ ଆଚାର୍ଯ୍ୟ ଜନତା ଦଳ ୧୯୯୫-୧୧-୩-୧୯୯୮

    ୧୧. ସ୍ୱଗତ ଆନନ୍ଦ ଆଚାର୍ଯ୍ୟ (ଉପନିର୍ବାଚନ) ବିଜେଡି ୧୯୯୫-୨୦୦୦

    ୧୨. ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟ ବିଜେଡି ୨୦୦୦-୨୦୦୪

    ୧୩. ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟ ବିଜେଡି ୨୦୦୪-୨୦୦୯

    ୧୪. ସାଧୁ ନେପାକ କଂଗ୍ରେସ ୨୦୦୯-୨୦୧୪

    ୧୫. ଦେବେଶ ଆଚାର୍ଯ୍ୟ ବିଜେଡି ୨୦୧୪ରୁ ଏଯାବତ...

    Maximum 500 characters

    ରାଜନୀତି View all

    Find Us on Facebook