Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦୁର୍ଘଟଣାରେ ୩ ଯୁବକ ମୃତ

    Share on :
    Date: Jan 9, 2019    Views: 57

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ନିକଟ ଦର୍ଲିମୁଣ୍ଡା ଗ୍ରାମରେ ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତୁ୍ୟ ହୋଇଛି । ପ୍ରକାଶ ଯେ, ୩ ଜଣ ଯୁବକ ମଙ୍ଗଳବାର ରାତିରେ ଧନୁଯାତ୍ରା ଦେଖି ଘରକୁ ଫେରୁଥିଲେ । ସେହି ସମୟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଥିଲେ । ବୁଧବାର ସକାଳେ ସେମାନଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର  ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି । 

    Read more

    ପୁଲିସ ବସ ଘଟାଇଲା ଦୁର୍ଘଟଣା, ୨୦ ଆହତ

    ଭୁବନେଶ୍ୱର:  ଜନତା ମଇଦାନରେ ଦୁର୍ଘଟଣା । ଆଉ ଏହି ଦୁର୍ଘଟଣା ଘଟାଇଛି ପୁଲିସ ବସ ।  ପୁଲିସ ବସର ସିରିଜ ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଛନ୍ତି ।  ଏହି ଦୁର୍ଘଟଣାରେ ୨ଟି କାର ଓ ୨ଟି ବସ କ୍ଷତିଗ୍ରସ୍ତ ହୋଇଛି । 

    ପ୍ରକାଶ ଯେ, ଜନତା ମଇଦାନରୁ ବାହାରୁଥିବା ଏକ ...

    Read more

    ଟ୍ୟାଙ୍କର ଧକ୍କାରେ ୨ ଭାଇ ମୃତ

    ନୟାଗଡ଼:  ଶନିବାର ସ୍ଥାନୀୟ ଲୁଣିମରା ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ଏକ ବାଇକକୁ ସମ୍ମୁଖରୁ ଗ୍ୟାସ ଟ୍ୟାଙ୍କର ଧକ୍କା ଦେବାକୁ ୨ ଭାଇଙ୍କ ମୃତୁ୍ୟ ହୋଇଛି । ପ୍ରକାଶ ଯେ,  ବାଇକ ଯୋଗେ ସମ୍ପୃକ୍ତ ୨ ଭାଇ ନିଜ ଗାଁ ସୋରଡ଼ାରୁ ଫେରୁଥିବାବେଳେ ...

    Read more

    ଟ୍ରାକ୍ଟର ଧକ୍କାରେ ନାବାଳକ ମୃତ

    କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦାମାହୁଦା ପଂଚାୟତ ବେଲସରେଇ ଗ୍ରାମର ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରକ୍ଟର ଧକ୍କାରେ ଜଣେ ନାବାଳକର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ଆଜି ମଧ୍ୟାହ୍ନରେ ସେହି ଗ୍ରାମର ସୁରେନ ମୁଣ୍ଡାଙ୍କ ଆଠବର୍ଷର ପୁଅ ସାଗର ମୁଣ୍ଡାଙ୍କୁ ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook