Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ମନ୍ଦିର ନିକଟରୁ ମୃତଦେହ ଉଦ୍ଧାର

    Share on :
    Date: Jan 9, 2019    Views: 73

    କଟକ: କଟକ ଜିଲ୍ଲା ମୁଣ୍ଡୁଳି ପଂଚାୟତ ଅଂଚଳରେ ଥିବା ବାସେଳି ମନ୍ଦିର ନିକଟରୁ ଏକ ମୃତଦେହ ମିଳିଛି । ଗତକାଲି ସଂଧ୍ୟାରେ ଜଣେ ଯୁବକଙ୍କ ମୃତଦେହ ସେଠାରେ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଁଚି ଉକ୍ତ ମୃତ ଦେହକୁ ଜବତ କରିଛି । ତେବେ ମୃତଙ୍କ ପରିଚୟ ମିଳିପାରିନାହିଁ । ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଁଚି ସାଇନଟିଫିକ ଟିମ ଓ କୁକୁର ସହ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଗାଡ଼ି ଚଢ଼ାଉ ଯୁବକଜଣଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । 

    Maximum 500 characters

    ଆଂଚଳିକ View all

    Find Us on Facebook