Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଫେବୃଆରୀ ୧ରେ ବଜେଟ

    Share on :
    Date: Jan 9, 2019    Views: 83

    ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ରେ ଆଗତ ହେବ କେନ୍ଦ୍ରୀୟ ବଜେଟ । ଆସନ୍ତା ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଫେବୃଆରୀ ୧ ତାରିଖରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଆଗତ ନେଇ ନିଷ୍ପତ୍ତି ନିଆଯାଇଛି ।

    ବଜେଟ ନେଇ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟିରେ ନିଷ୍ପତ୍ତି ନିଆଯାଇଛି ।

    ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଏହି ବଜେଟ ଅଧିବେଶନ ଚାଲିବ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook