Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଶ୍ରମିକ ନେତାଙ୍କ ଘରେ ନିଆଁ ଲଗାଇଦେଲେ

    Share on :
    Date: Jan 9, 2019    Views: 73

    ଭୁବନେଶ୍ୱର:  ସାରା ଦେଶରେ ଶ୍ରମିକମାନେ ବିଭିନ୍ନ ଦାବି ନେଇ  ଆନେ୍ଦାଳନ ଜାରି ରଖିଥିବାବେଳେ ରାଉରକେଲା ଝିରପାଣିରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଙ୍ଗପୁର ମଜଦୁର ମଞ୍ଚର ଶ୍ରମିକ ନେତା ଚକ୍ରଧର ମହାନ୍ତଙ୍କ ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇ ଫେରାର ହୋଇଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବାବେଳେ ଦୁର୍ବୃତ୍ତମାନେ ଘରର କବାଟକୁ ବାହାରୁ ବନ୍ଦ କରି ଦେଇ ନିଆଁ ଲଗାଇ ଦେଇଥିଲେ । ନିଆଁରେ ଦୁଇଟି କୁଲର, ୩ଟି ସ୍କୁଟି ଓ ଗୋଟିଏ ବାଇକ ପୋଡ଼ି ଜଳି ଯାଇଥିବାବେଳେ କୌଣସି ଜୀବନ ହାନି ହୋଇନାହିଁ । ପୂର୍ବ ଶତ୍୍ରୁତାକୁ କେନ୍ଦ୍ର କରି ଏହି କାଣ୍ଡ ଦୁର୍ବୃତ୍ତମାନେ ଘଟାଇଥିବା ସନେ୍ଦହ କରାଯାଉଛି । ପୁଲିସ ଘଟଣାର ତଦନ୍ତ କରୁଛି । 

    Maximum 500 characters

    ଆଂଚଳିକ View all

    Find Us on Facebook