Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କେମିତି ରହିବ ମୋଦିଙ୍କ ବଲାଙ୍ଗୀର ଗସ୍ତ

    Share on :
    Date: Jan 9, 2019    Views: 145

    ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ଆସିବାକୁ ଥିବାବେଳେ ତାଙ୍କର ଗସ୍ତର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ମୋଦି ଉକ୍ତ ଦିନ ସକାଳ ୯.୩୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇବେ ।  ସେଠାରୁ ହେଲିକପ୍ଟରରେ ବଲାଙ୍ଗୀର ଯିବେ ମୋଦି ।

    ବଲାଙ୍ଗୀରରେ ମୋଦି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତି ପ୍ରସ୍ତର କରିବାର କାର୍ଯ୍ୟକ୍ରମ ରହିଛି ।  ପରେ ୧୧ଟା ୪୫ରେ  ମୋଦି ପଥରଚେପା ପଡ଼ିଆରେ ହେବାକୁ ଥିବା ସାଧାରଣ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । 

    ସେଠାରୁ ଝାରସୁଗୁଡ଼ା ଯାଇ ଅପରାହ୍ନ ୧ଟା  ୪୫ରେ କେରଳ ଯିବେ ବୋଲି ଚୂଡ଼ାନ୍ତ ହୋଇଛି । 

    Maximum 500 characters

    ରାଜନୀତି View all

    Find Us on Facebook