Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ହରିଣର ମୃତଦେହ ଉଦ୍ଧାର

    Share on :
    Date: Jan 9, 2019    Views: 49

    ପୁରୀ: ପୁରୀ ଇନଡୋର ଷ୍ଟାଡିୟମରେ ଏକ ହରିଣର ମୃତଦେହ ଦେଖିବାକୁ ମିଳିଛି । ହରିଣଟିର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି । ତାଳବଣିଆ ଇନଡୋର ଷ୍ଟାଡିୟମ ପରିସରରୁ ମୃତଦେହ ଉଦ୍ଧାର ହୋଇଛି । ହରିଣଟିର ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି । ହରିଣଟି ନିକଟ ବାଲୁଖଣ୍ଡ ଅଭୟାରଣ୍ୟର ହୋଇଥାଇପାରେ ବୋଲି ସନେ୍ଦହ କରାଯାଉଛି । 

    Maximum 500 characters

    ଆଂଚଳିକ View all

    Find Us on Facebook