ଆଲୋକ ବର୍ମାଙ୍କ ଉପରେ ଗୁଇନ୍ଦା ଆଖି, ୪ ଗିରଫ

ନୂଆଦିଲ୍ଲୀ: ସିବିଆଇରେ ବଢିଥିବା ବିବାଦ ଥମିନଥିବାବେଳେ ଏବେ ପୁଣି ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଛୁଟିରେ ଥିବା ସିବିଆଇ ନିଦେ୍ର୍ଧଶକ ଆଲୋକ ବର୍ମାଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନ ସମ୍ମୁଖରୁ ଗିରଫ ହୋଇଛନ୍ତି ୪ ଜଣ ସନ୍ଦୀଗ୍ଧ । ମିଳିଥିବା ସୂଚନା ...