Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରଞ୍ଜିତ କୁମାର ହେଲେ ନୂତନ ଆମିକସ କୁ୍ୟରି

    Share on :
    Date: Jan 9, 2019    Views: 65

    ପୁରୀ: ଶ୍ରୀମନ୍ଦିର ସଂସ୍କାର ମାମଲାରେ ନୂତନ ଆମିକସ କୁ୍ୟରିଭାବେ ରଞ୍ଜିତ କୁମାର ନିଯୁକ୍ତ ହୋଇଛନ୍ତି । ବୁଧବାର ସୁପ୍ରିମକୋର୍ଟ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି । ରଞ୍ଜିତ କୁମାର ଭାରତ ସରକାରଙ୍କ ପୂର୍ବତନ ସଲିସିଟର ଜେନେରାଲ ଥିଲେ । ଆମିକସ କୁ୍ୟରିଙ୍କୁ ସୁପ୍ରମିକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରିୟା ହିଙ୍ଗୁରାନୀ ସହଯୋଗ କରିବେ ବୋଲି ଜଣାପଡ଼ିଛି । 
    ପ୍ରକାଶ ଯେ, ପୂର୍ବରୁ ଶ୍ରୀମନ୍ଦିରର ଆମିକସ କୁ୍ୟରିଭାବେ ନିଯୁକ୍ତ ହୋଇଥିବା ଗୋପାଳ ସୁବ୍ରମଣ୍ୟମ ଦାୟିତ୍ୱରୁ ଅବ୍ୟାହତି ନେଇଥିଲେ । ତାଙ୍କ ପରେ ଆମିକସ କୁ୍ୟରି ପଦ ଖାଲିପଡ଼ିଥିଲା । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook