Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବନି: ମୁଖ୍ୟମନ୍ତ୍ରୀ

    Share on :
    Date: Jan 9, 2019    Views: 97

    ଭୁବନେଶ୍ୱର: ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।  ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ଡ. ଦାମଦୋର ରାଉତ ଓ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ  ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ହେଉଥିଲା । 

    ପ୍ରକାଶ ଯେ,  ମାର୍ଚ୍ଚ ମାସରେ ସାଧାରଣ ନିର୍ବାଚନ ଲାଗି ନିର୍ବାଚନ କମିସନ ଆଚରଣ ବିଧି ଲାଗୁ କରିପାରନ୍ତି । ଏପ୍ରିଲ ଦ୍ୱିତୀୟ ସପ୍ତାହରେ ରାଜ୍ୟ ନିର୍ବାଚନର ସମ୍ମୁଖୀନ ହୋଇପାରେ । ଏମିତି ଏକ ସମୟରେ ମନ୍ତ୍ରୀମଣ୍ଡଳର ୩ଟି ଆସନ ଖାଲିଥିବାରୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଥିଲା । 

    Maximum 500 characters

    ରାଜନୀତି View all

    Find Us on Facebook