Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବୁମରା ଶ୍ରେଷ୍ଠ ବୋଲର

    Share on :
    Date: Jan 8, 2019    Views: 185

    ନୂଆଦିଲ୍ଲୀ: ଫାଷ୍ଟ ବୋଲର ଯଶପ୍ରୀତ ବୁମରା ଚଳିତ ସିରିଜରେ ମୋଟ ୨୧ଟି ୱିକେଟ ଅକ୍ତିଆର କରି ଶ୍ରେଷ୍ଠ ବୋଲରଭାବେ ମାନ୍ୟତା ଲାଭ କରିଛନ୍ତି । ବୁମରା ଆଡିଲେଡରେ ୬, ପର୍ଥରେ ୫, ମେଲବୋର୍ଣ୍ଣରେ ୯ ଓ ସିଡନୀରେ ୧ ୱିକେଟ ହାସଲ କରିଛନ୍ତି । ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୩୩ ରନରେ ୬ଟି ୱିକେଟ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ବୁମରାଙ୍କ ପଛକୁ ମହମ୍ମଦ ସାମି ଦ୍ୱିତୀୟ ଶ୍ରେଷ୍ଠ ଭାରତୀୟ ବୋଲରଭାବେ ୧୬ଟି ୱିକେଟ ଅକ୍ତିଆର କରିଛନ୍ତି । 

    Maximum 500 characters

    ଖେଳ ଖବର View all

    Find Us on Facebook