Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କୋଇଲା ଗ୍ୟାସରେ ଶ୍ୱାସରୁଦ୍ଧ ହୋଇ ୨ ମୃତ

    Share on :
    Date: Jan 8, 2019    Views: 63

    ଅନୁଗୁଳ: କୋଇଲା ଗ୍ୟାସ ଯୋଗୁଁ ଦୁଇ ଜଣ ଟାଇଲ ମିସ୍ତ୍ରୀଙ୍କ ମୃତୁ୍ୟ ହୋଇଛି । ଶୀତରୁ ରକ୍ଷା ପାଇବା ପାଇଁ କୋଇଲା ଆଞ୍ଚ କରି ଶୋଇଥିବାବେଳେ ଏହି ଅଘଟଣ ଘଟିଛି । ଏନଟିପିସି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, କଣିହା ଗଦାସିଲା ଗ୍ରାମର ହେମନ୍ତ ପ୍ରଧାନଙ୍କ ଘରକୁ କାମ କରିବା ପାଇଁ ଦୁଇ ଜଣ ମିସ୍ତ୍ରୀ ଆସିଥିଲେ । ସୋମବାର ଦିନ ଶୀତରୁ ରକ୍ଷା ପାଇବା ପାଇଁ ସେମାନେ କୋଇଲା ଆଞ୍ଚ କରି ତାଙ୍କ ପାଖରେ ରଖି ଶୋଇ ପଡ଼ିଥିଲେ । କିନ୍ତୁ ରାତିରେ ଶ୍ୱାସରୁଦ୍ଧ ହୋଇ ଯିବାରୁ ସେମାନଙ୍କର ମୃତୁ୍ୟ ହୋଇଯାଇଥିଲା । 

    Read more

    ବଜ୍ରପାତରେ ଦମ୍ପତି ମୃତ

    ବରଗଡ: ବରଗଡ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ବିଶିପାଲି ଗ୍ରାମରେ  ବଜ୍ରପାତରେ  ଜଣେ ଦମ୍ପତି ପ୍ରାଣ ହରାଇଛନ୍ତି । ସୂଚନାନୁସାରେ, ଗତକାଲି ରାତ୍ରରେ ଦମ୍ପତି ଜଣଙ୍କ ଘରେ ଶୋଇଥିଲେ । ସେହି ସମୟରେ ହଠାତ ବଜ୍ରପାତ ହୋଇଥିଲା । ଏଥିରେ ସ୍ୱାମୀ ସ୍ତ୍ରୀ ଉଭୟ ଗୁରୁତର ...

    Read more

    ବିଦୁ୍ୟତ ଆଘାତରେ ଦମ୍ପତି ମୃତ

    କଣାସ:  ବିଦୁ୍ୟତ ଆଘାତରେ ଦମ୍ପତି ମୃତ । ଫୁଲ ତୋଳିବାକୁ ଯାଇ ବିଦୁ୍ୟତ ଆଘାତ ଲାଗିବାରୁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତୁ୍ୟ ହୋଇଛି ।  ଡେଲାଙ୍ଗ  କଣାସ ଗ୍ରାମରେ ସକାଳୁ ଫୁଲ ତୋଳିବାକୁ ବେଳେ ଏହି ଅଘଟଣା ଘଟିଛି । ବାତ୍ୟା ପରେ ତାର ଛିଣ୍ଡି ତଳେ ପଡ଼ିଥିଲା । ତେବେ ...

    Read more

    ହଟ୍‌ ଆଇରନ୍‌ ଟ୍ରେନ୍‌ ଦୁର୍ଘଟଣା; ମହିଳା କର୍ମଚାରୀ ମୃତ

    ଯାଜପୁର/ନାନଗଦି: ଶନିବାର ସକାଳେ ଡିୟୁଟି କରିବାକୁ ନୀଳାଚଳ କାରଖାନାକୁ ଆସୁଥିବା ଜଣେ ମହିଳା କର୍ମଚାରୀଙ୍କର ଦୁର୍ଘଟଣା ଯୋଗୁଁ ମୃତ୍ୟୁ ଘଟିଛି। ମୃତ କର୍ମଚାରୀଜଣକ ହେଉଛନ୍ତି କବାଟବନ୍ଧ ଥାନା ଅଧୀନ ପାଇକରାପୁର ଅଞ୍ଚଳର ୩୪ ବର୍ଷୀୟ ଅନଙ୍ଗମଞ୍ଜରୀ ରାଉତ। ସେ ...

    Maximum 500 characters

    ଆଂଚଳିକ View all

    Find Us on Facebook