Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବସ-ଟ୍ରକ ଧକ୍କା, ୩୦ ଆହତ

    Share on :
    Date: Jan 7, 2019    Views: 41

    ଅନୁଗୁଳ: ଅନୁଗୁଳ ୫୫ ନଂ ଜାତୀୟ ରାଜପଥ ଜରପଡ଼ା ଥାନା ତୁକୁଡ଼ା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ହେବା ସହ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

    ପ୍ରକାଶ ଯେ, ଜରପଡ଼ା ଥାନା ତୁକୁଡ଼ା ନିକଟରେ ଏକ ବସ ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି । ବସଟି ସମ୍ବଲପୁରରୁ ଅନୁଗୁଳ ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook