Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମୋଦିଙ୍କୁ ନବୀନଙ୍କ ଚିଠି

    Share on :
    Date: Jan 7, 2019    Views: 129

    ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।  ଝାରସୁଗୁଡ଼ା ବିମାନବନ୍ଦରକୁ କମର୍ସିଆଲ ବିମାନ ଚଳାଚଳ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଚିଠି ଲେଖିଛନ୍ତି । 

    ମୁଖ୍ୟମନ୍ତ୍ରୀ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ‘ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଏକ ପ୍ରମୁଖ ବାଣିଜି୍ୟକ ଓ ଶିଳ୍ପ ସମୃଦ୍ଧ ଅଞ୍ଚଳ  । ଏଠାକୁ ବାଣିଜି୍ୟକ ବିମାନ ଚଳାଚଳ ପାଇଁ ପୂର୍ବରୁ ନିବେଦନ କରିଥିଲି । ବିମାନ ଚଳାଚଳ ପାଇଁ ରାଜ୍ୟ ସବୁ ପ୍ରକାର ସହଯୋଗ କରିବ ବୋଲି କହିଥିଲି । ଭୁବନେଶ୍ୱର-ଦିଲ୍ଲୀର ଏୟାର ଇଣ୍ଡିଆ ବିମାନର ଝାରସୁଗୁଡ଼ା ରହଣି କହିଥିଲି । ’

    ତେଣୁ ଏନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଉକ୍ତ ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook