Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭାଗଚାଷୀଙ୍କ ଆତ୍ମହତ୍ୟା

    Share on :
    Date: Jan 6, 2019    Views: 37

    ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର କୁଲତା ସମାସିଂହ ଗାଁର ଜଣେ ଭାଗଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ଯୁଧିଷ୍ଠିର ମଲ୍ଲିକ ବୋଲି ଜଣାପଡ଼ିଛି । ସେ ରବିବାର ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ କହିଛନ୍ତି । ଭାଗଚାଷରରେ ଫସଲ ନଷ୍ଟ ହୋଇଥିବା କାରଣରୁ ସେ କିଛି ଦିନ ଧରି ଚିନ୍ତାରେ ରହୁଥିଲେ । ଧାର କରଜ କରି ଆଣିଥିବା ଟଙ୍କା କିପରି ସୁଝିବେ ସେହି ଚିନ୍ତାରେ ମାନସିକ ଭାରସାମ୍ୟ ହରାଇଥିଲେ । ସେହି ଚିନ୍ତାସେ ସେ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook