Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବନ୍ଧୁକ ମୁନରେ ଲୁଟ ଅଭିଯୋଗ

    Share on :
    Date: Jan 5, 2019    Views: 43

    ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ସରଶଙ୍ଖ ମିଲ ନିକଟରେ ଶୁକ୍ରବାର ରାତିରେ ବନ୍ଧୁକ ଦେଖାଇ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ପ୍ରେସ ମାଲିକ ଶ୍ରୀଧର ଦାସ ମହାପାତ୍ରଙ୍କୁ ମାଡ଼ ମାରି ୩ଜଣ ଦୁର୍ବୃତ ୬ ହଜାର ଟଙ୍କା ଓ ମୋବାଇଲ୍ ଫୋନ ଲୁଟ କରିଥିବା ଅଭିଯୋଗ କରିଛନ୍ତି । ପୁଲିସ ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook