Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଡଙ୍ଗାବୁଡ଼ି ଘଟଣା: ନିଖୋଜ ଶିଶୁର ମୃତଦେହ ଉଦ୍ଧାର

    Share on :
    Date: Jan 4, 2019    Views: 443

    କେନ୍ଦ୍ରାପଡ଼ା: ହୁକିଟୋଲା ବତୀଘର ନିକଟସ୍ଥ ନିପାଣିଠାରେ ଘଟିଥିବା ଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ଥିବା ଶିଶୁର ମୃତଦେହ ଠାବ କରାଯାଇଛି ।  ନିପାଣିଆ ନିକଟରୁ ନିଖୋଜ ୬ ବର୍ଷ ଶିଶୁର ମୃତୁଦେହକୁ ଉଦ୍ଧାର କରାଯାଇଛି । ଏଥିସହ ଡଙ୍ଗାବୁଡ଼ି ଘଟଣାରେ ମୃତୁ୍ୟ ସଂଖ୍ୟା ୧୦କୁ ପହଞ୍ଚିଛି । 

    ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ବଣଭୋଜି ସାରି କୁଜଙ୍ଗ ଅଭିମୁଖେ ଡଙ୍ଗାରେ ୫୦ରୁ ଉଦ୍ଧ୍ୱର୍ର୍ ପୁରୁଷ, ମହିଳା ଓ ଶିଶୁ ଫେରୁଥିବାବେଳେ ହୁକିଟୋଲା ବତୀଘର ନିକଟସ୍ଥ ନିପାଣିଠାରେ ଡଙ୍ଗା ବୁଡ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ଜଣ ଶିଶୁ, ୨ ଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତୁ୍ୟ ହୋଇଥିଲା । 

    Read more

    ଦୁଇ ମହିଳାଙ୍କ ମୃତଦେହ ଉଦ୍ଧାର

    ବାରିପଦା : ବାରିପଦାସ୍ଥିତ ମୋରଡ଼ା ଥାନା ଅନ୍ତର୍ଗତ ଖୁଣ୍ଟାପାଳ ଗାଁରେ ସୋମବାର ଡ଼ର୍ବଲ ମର୍ଡ଼ର ହୋଇଥିବା ଜଣାପଡ଼ିଛି। ଘର ଭିତରେ ଦୁଇ ମହିଳାଙ୍କର ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିଲା। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଆସି ମୃତଦେହ ...

    Read more

    ଗୋଟିଏ ଗଛରେ ଝୁଲୁଛି ୨ ମୃତଦେହ

    ଅନୁଗୁଳ: ଗୋଟିଏ ଗଛରେ  ଝୁଲୁଛି ୨ଟି ମୃତଦେହ । ଜଣେ ପୁରୁଷ ଓ ଜଣେ ମହିଳା ।  ଅନୁଗୁଳ ଜିଲ୍ଲା କୁଚିଣ୍ଡା ଚଣ୍ଡିବଜାର ନିକଟରେ ଥିବା ଗଛରେ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି ।   ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏଯାଏଁ ସପଷ୍ଟ ହୋଇନି । 

    Read more

    ଗଛରେ ଝୁଲୁଛି ମହିଳାଙ୍କ ଶବ

    ହରିଚନ୍ଦନପୁର: ଶୁକ୍ରବାର ସକାଳେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଝାଡ଼ପୋଖରୀ ଗ୍ରାମର ପ୍ରାୟ ୧ କିଲୋମିଟର ଦୂରରେ ଥିବା ଗୋଟାଏ କାଜୁବଣରେ ଜଣେ ମହିଳାଙ୍କ ଶବ ଝୁଲୁଥିବା ଦେଖାଯାଇଛି। ମୃତ ମହିଳାଜଣକ ଝାଡ଼ପୋଖରୀ ଗ୍ରାମର ୨୪ ବର୍ଷୀୟ ମଙ୍ଗୁଳୀ ...

    Maximum 500 characters

    ଆଂଚଳିକ View all

    Find Us on Facebook