Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ଓଡ଼ିଆ ପୁଅ ହେଲେ ମଧ୍ୟପ୍ରଦେଶ ମୁଖ୍ୟସଚିବ

    Share on :
    Date: Jan 1, 2019    Views: 65

    ଭୁବନେଶ୍ୱର : ଓଡ଼ିଆ ପୁଅ ମଧ୍ୟପ୍ରଦେଶ ମୁଖ୍ୟସଚିବ ହେବାର ସୌଭାଗ୍ୟ ପାଇଛନ୍ତି  । ୧୯୮୨ ବ୍ୟାଚ ଆଇଏଏସ ଏସଆର ମହାନ୍ତି ମଧ୍ୟପ୍ରଦେଶର ମୁଖ୍ୟସଚିବ ଭାବେ ନିଯୁକ୍ତ ହୋଇଛନ୍ତି  । ଏବେ ସେ ମଧ୍ୟପ୍ରଦେଶର ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଭାବେ କାର୍ଯ୍ୟ କରୁଥିଲେ  । ସେହିପରି ୨୦୦୦ ଜାନୁଆରୀ ୨୦ରୁ ୨୦୦୪ ଜାନୁଆରୀ ୮ ପର୍ଯ୍ୟନ୍ତ ସେ ମଧ୍ୟପ୍ରଦେଶ ରାଜ୍ୟ ଶିଳ୍ପ ବିକାଶ ନିଗମର ପରିଚାଳନା ନିଦେ୍ର୍ଧଶକ ଭାବେ କାର୍ଯ୍ୟ କରିଥିଲେ  । ନୂଆ ବର୍ଷରେ ସେ ନୂଆ ଦାୟିତ୍ୱ ଗ୍ରହଣ କରିବେ  । 

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook