ଏଣିକି କାଳିଆ ଯୋଜନାରେ ସାମିଲ ହେବେ ଦୁଗ୍ଧ ଓ ଟସରଚାଷୀ

ଭୁବନେଶ୍ୱର:ଏଣିକି କାଳିଆ ଯୋଜନାରେ ଦୁଗ୍ଧ ଓ ଟସରଚାଷୀ ସାମିଲ ହେବେ । ସେହି ଚାଷୀମାନେ ଯୋଜନାର ଭୂମିହୀନ କୃଷିଶ୍ରମିକ ପରିବାରଙ୍କ ଉଦ୍ଧିଷ୍ଟ ଜୀବିକା ନିର୍ବାହ ପାଇଁ ସହାୟତା ପାଇପାରିବେ । ଏନେଇ କୃଷି ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଗତକାଲି ବିଭାଗୀୟ ...