Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଆସିବ ନୂଆ ୨୦ ଟଙ୍କିଆ ନୋଟ

    Share on :
    Date: Dec 25, 2018    Views: 87

    ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ୨୦ ଟଙ୍କିଆ ନୋଟ ଜାରି କରାଯିବ  । ଆରବିଆଇ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ୨୦୧୬ ମାର୍ଚ୍ଚ ୩୧ ସୁଦ୍ଧା ୪୯୨ କୋଟି ୨୦ ଟଙ୍କିଆ ନୋଟ ପ୍ରଚଳିତ ଥିବାବେଳେ ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ସେଥିରେ ଦୁଇ ଗୁଣା ବୃଦ୍ଧି ଘଟିଛି । ମୋଟ ପ୍ରଚଳିତ ନୋଟରେ ୨୦ ଟଙ୍କିଆ ନୋଟର ଅନୁପାତ ୯.୮୦ ପ୍ରତିଶତ । ଚାହିଦାକୁ ଦୃଷ୍ଟିରେ ରଖି ଆହୁରି ୨୦ ଟଙ୍କିଆ ନୋଟ ଛପାଯିବ । ଏହା ପୂର୍ବରୁ ଜାତିର ପିତା ମହାତ୍ମାଗାନ୍ଧିଙ୍କ ପ୍ରତିଛବି ଥାଇ ଆରବିଆଇ ଦ୍ୱାରା ନୂଆ ୧୦ ଟଙ୍କିଆ, ୫୦ଟଙ୍କିଆ, ୧୦୦ ଟଙ୍କିଆ, ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ ଜାରି କରାଯାଇଥିଲା । 

    Maximum 500 characters

    ଅର୍ଥନୀତି View all

    Find Us on Facebook