Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    କମିଲା ଜିଏସଟି, କମିଲା ଦାମ୍, କେଉଁ କେଉଁ ଦର କମିଲା ଜାଣନ୍ତୁ

    Share on :
    Date: Dec 22, 2018    Views: 219

    ନୂଆଦିଲ୍ଲୀ : କେନ୍ଦ୍ର ସରକାର ୩୩ଟି ସାମଗ୍ରୀ ଉପରେ ଜିଏସଟି ହ୍ରାସ କରିଛନ୍ତି  । ଜିଏସଟି ୧୮%ରୁ ୧୨%କୁ ହ୍ରାସ କରାଯାଇଛି  । କେତେକ ସାମଗ୍ରୀ ଓ ସେବା ଉପରେ ଜିଏସଟି ୫%କୁ ମଧ୍ୟ ହ୍ରାସ ପାଇଛି  । ନୂଆବର୍ଷରୁ ଏହି ଦର ଲାଗୁ ହେବ  ।

    ୧. ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ବ୍ୟାଙ୍କ ସେବା ପାଇଁ ଲାଗିବନି ଜିଏସଟି  ।
    ୨. ତୀର୍ଥଯାତ୍ରୀ ଇକୋନୋମି ହେଉ କି ବିଜିନେସ ଶ୍ରେଣୀ ହେଉ, ଲାଗିବ ସମାନ ଟିକସ  । ଏଣିକି ତୀର୍ଥଯାତ୍ରୀଙ୍କ ପାଇଁ ଲାଗିବନି ପ୍ରିମିୟମ ଟିକସ
    ୩. ୧୦୦ ଟଙ୍କା ପର୍ଯ୍ୟନ୍ତ ସିନେମା ଟିକେଟରେ ଜିଏସଟି ୧୮%ରୁ ୧୨%କୁ ହ୍ରାସ  । ୧୦୦ ଟଙ୍କାରୁ ଅଧିକ ସିନେମା ଟିକେଟରେ ଜିଏସଟି ୨୮%ରୁ ୧୮%କୁ ହ୍ରାସ  ।
    ୪. ଗିଅର ବକ୍ସ, ମନିଟର, ୩୨ ଇଂଚ ପର୍ଯ୍ୟନ୍ତ ଟିଭି, ଡିଜିଟାଲ କୃାମେରା, ଟାୟାର, ଭିଡ଼ିଓ ଗେମ ଉପରେ ଜିଏସଟି ୨୮%ରୁ ୧୮%କୁ ହ୍ରାସ
    ୫. ପାୱାର ବ୍ୟାଙ୍କ, କ୍ଷୁଦ୍ର କ୍ରୀଡ଼ା ଉପକରଣ ଉପରେ ମଧ୍ୟ ଜିଏସଟି ହ୍ରାସ  । ୬ଟି ସାମଗ୍ରୀ ଉପରେ ୨୮% ଟ୍ୟାକ୍ସ ସ୍ଲାବ ହଟିଲା  ।
    ୬. ଏସି, ଡିସୱାସର, ଗିଅର ବକ୍ସ, ମନିଟର ଉପରେ ମଧ୍ୟ ଜିଏସଟି ହ୍ରାସ
    ୭. ଏବେ ୩୪ ସାମଗ୍ରୀ ଉପରେ ୨୮% ଜିଏସଟି ରହିଛି  । 

    Read more

    ଏଣିକି ବାର୍ଷିକ ୪୦ ଲକ୍ଷ ବ୍ୟବସାୟ ପାଇଁ ଜିଏସଟି

    ଭୁବନେଶ୍ୱର : ଜିଏସଟିକୁ ନେଇ ଛୋଟ ଛୋଟ ବ୍ୟବସାୟୀମାନେ ଭାରି ଅସୁବିଧାରେ ପଡ଼ିଥିଲେ  । ବାର୍ଷିକ ୨୦ ଲକ୍ଷ ଟଙ୍କାର ବ୍ୟବସାୟ ପାଇଁ ଜିଏସଟି ପଞ୍ଜୀକରଣର ଆବଶ୍ୟକତା ପଡୁଥିଲା  । ଜିଏସଟି ପଞ୍ଜୀକରଣରେ ଯେତିକି ସମସ୍ୟା ନଥିଲା ନିୟମିତ ଭାବେ ରିଟର୍ଣ୍ଣ ଦାଖଲ କରିବା ...

    Read more

    ଏମଆରପି ଉପରେ ଜିଏସଟି ହିସାବ ଅପରାଧ


    ନୂଆଦିଲ୍ଲୀ : ସର୍ବାଧିକ ଖୁଚୁରା ଦର ବା ମ୍ୟାକ୍ସିମମ ରିଟେଲ ପ୍ରାଇସ (ଏମଆରପି) ଉପରେ ଲାଗିବ ନାହିଁ ଦ୍ରବ୍ୟ ଓ ସେବା କର ବା ଜିଏସଟି । ଖୁଚୁରା ଦୋକାନୀ ଓ ବ୍ୟବସାୟୀମାନେ ଏମଆରପି ଉପରେ ଜିଏସଟି ହିସାବ କରୁଥିବା ଅଭିଯୋଗ ହେଲା ପରେ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କର ଏକ ...

    Read more

    ଜିଏସଟି ଟିକସ ହାରରେ ସଂଶୋଧନ


    ଭୁବନେଶ୍ୱର: ଜିଏସଟି ଟିକସ ହାରରେ ସଂଶୋଧନ ।  ଶାଳ ଓ ଖଲିପତ୍ର ଉପରୁ ଜିଏସଟି ହାର କମିଲା । ପୂର୍ବରୁ ଶାଳ ଓ ଖଲିପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁଥିଲା  । କିନ୍ତୁ ଏହାକୁ ୫ ପ୍ରତିଶତକୁ କମାଯାଇଛି  । ହାଇଦ୍ରାବାଦର ୨୧ ତମ ଜିଏସଟି ବୈଠକରେ ଏହି ନିଷ୍ପତି ...

    Maximum 500 characters

    ଅର୍ଥନୀତି View all

    Find Us on Facebook