Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କାହିଁକି କୃଷି ଋଣ ଛାଡ଼ କଲେନି ରାଜ୍ୟ ସରକାର ? ଉତର ରଖିଲେ ନବୀନ

    Share on :
    Date: Dec 21, 2018    Views: 1807

    ଭୁବନେଶ୍ୱର : କୃଷି ଋଣ ଛାଡ଼ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି  । ବିଜେପି ଓ କଂଗ୍ରେସ ଏନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି  । ତେବେ କୃଷି ଋଣ କାହିଁକି ଛାଡ଼ କରାଗଲାନାହିଁ ତାହାର ଉତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

    ନବୀନ କହିଛନ୍ତିଯେ, ରାଜ୍ୟରେ ୩୨ ଲକ୍ଷ ଚାଷୀ ଅଛନ୍ତି  । ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ ଚାଷୀ ଋଣ ନେଉଥିବାବେଳେ ୧୨ ଲକ୍ଷ ଚାଷୀ ଋଣ ନେଉନାହାନ୍ତି  । ଋଣ ନେଉଥିବା ୨୦ ଲକ୍ଷ ଚାଷୀଙ୍କ ମଧ୍ୟରୁ ୬୦% ଋଣ ଶୁଝୁଛନ୍ତି  । ତେଣୁ କୃଷି ଋଣ ଛାଡ଼ କରିଥିଲେ ସବୁ ଚାଷୀ ସୁଫଳ ପାଇନଥା’ନ୍ତେ  । ସେହିପରି ଭାଗଚାଷୀ ଓ ଭୂମିହୀନ ଚାଷୀ ଏହାଦ୍ୱାରା ଉପକୃତ ହୋଇପାରିନଥାନ୍ତେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ‘କାଳିଆ’ ସ୍କିମ ଜରିଆରେ ଚାଷୀମାନେ ଲାଭବାନ ହେବେବୋଲି ନବୀନ କହିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook