Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପଦ୍ମିନୀ ରାଉତ ଚାମ୍ପିଅନ

    Share on :
    Date: Dec 18, 2018    Views: 175

    ଭୁବନେଶ୍ୱର: ଫିଲିପାଇନ୍ସ ଏସିଆନ ମହିଳା ଚେସ ଚାମ୍ପିଅନସିପରେ ଓଡ଼ିଆ ଝିଅ ପଦ୍ମିନୀ ଚାମ୍ପିଅନ ହୋଇଛନ୍ତି ।  ୯ରାଉଣ୍ଡରୁ ୭ ପଏଣ୍ଟ ପାଇ ଓଡ଼ିଶାର ପଦ୍ମିନୀ ରାଉତ ଚାମ୍ପିଅନ ହୋଇଛନ୍ତି । ପଦ୍ମିମୀ ଚାମ୍ପିଅନ ହେବା ସହ ମହିଳା ବିଶ୍ୱକପ ଚେସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । 

    Maximum 500 characters

    ଖେଳ ଖବର View all

    Find Us on Facebook