Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଇତିହାସ ରଚିଲେ ପିଭି ସିନ୍ଧୁ

    Share on :
    Date: Dec 16, 2018    Views: 171

    ଚୀନ: ଇତିହାସ ରଚିଲେ ପିଭି ସିନ୍ଧୁ । ୱାର୍ଲ୍ଡ ଟୁର ଫାଇଲାନରେ ବିଜୟୀ ହୋଇଛନ୍ତି ସିନ୍ଧୁ । ୱାର୍ଲ୍ଡ ଟୁର ଫାଇନାଲ ଜିତିବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ । ରବିବାର ଖେଳା ଯାଇଥିବା ଫାଇନାଲରେ ମହିଳା ଏକକ ବର୍ଗରେ ସିନ୍ଧୁ ଚାମ୍ପିଅନ ହୋଇଛନ୍ତି । ଜାପାନର ନୋଜୋମୀ ଓକୁହାରଙ୍କୁ ସିଧା ସେଟରେ ହରାଇ ସିନ୍ଧୁ ବିଜୟ ହାସଲ କରିଛନ୍ତି । ଓକୁହାରାଙ୍କୁ ସିନ୍ଧୁ ୨୧-୧୯, ୨୧-୧୭ ସେଟରେ ପରାସ୍ତ କରିଛନ୍ତି । ଏହା ସିନ୍ଧୁଙ୍କ କ୍ୟାରିୟରର ୧୪ତମ ଟାଇଟଲ ।

    Read more

    ସିନ୍ଧୁଙ୍କୁ ବିମାନ କର୍ମଚାରୀଙ୍କ ଦୁର୍ବ୍ୟବହାର


    ନୂଆଦିଲ୍ଲୀରିଓ ଅଲିମ୍ପିକ୍ ରୌପ୍ୟ ପଦକ ବିଜୟିନୀ ପିଭି. ସିନ୍ଧୁଙ୍କୁ ବିମାନ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି । ନିଜେ ସିନ୍ଧୁ ତାଙ୍କ ଟ୍ୱିଟର ଜରିଆରେ ଏନେଇ ସୂଚନା ଦେଇଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି, ମୁଁ ଶନିବାର ଇଣ୍ଡିଗୋ ବିମାନ  (ନଂ- ...

    Read more

    କୋରିଆ ଓପନ ଟାଇଟଲ ଜିତିଲେ ସିନ୍ଧୁ

    ସିଓଲ: ଭାରତର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ମହିଳା ବ୍ୟାଡ଼ମିଣ୍ଟନ ତାରକା ପିଭି. ସିନ୍ଧୁ କୋରିଆ ଓପନ ସୁପର ସିରିଜ୍ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛନ୍ତି । ରିଓ ଅଲିମ୍ପିକ୍ ରୌପ୍ୟ ପଦକ ବିଜୟିନୀ ସିନ୍ଧୁ ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ବିଶ୍ୱ ଚାମ୍ପିଅନ୍ ନୋଜୋମି ...

    Read more

    ବିଶ୍ୱ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ: ଓକୁହାରା ବିଶ୍ୱ ଚାମ୍ପିଅନ୍; ସିନ୍ଧୁ ରୌପ୍ୟରେ ସନ୍ତୁଷ୍ଟ

    ଗ୍ଲାସଗୋ: ଭାରତୀୟ ମହିଳା ବ୍ୟାଡ଼ମିଣ୍ଟନ ତାରକା ପିଭି. ସିନ୍ଧୁଙ୍କ ବିଶ୍ୱ ଚାମ୍ପିଅନ୍ ଆଶା ଧୂଳିସାତ୍ ହୋଇଯାଇଛି । ରବିବାର ବିଶ୍ୱ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ର ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ହାରି ସିନ୍ଧୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । କଡ଼ା ...

    Maximum 500 characters

    ଖେଳ ଖବର View all

    Find Us on Facebook