Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସର୍ଜରୀ ବିଭାଗ ଛାଡ଼ିଲେ ଅଶ୍ନିନୀ ପୂଜାହାରୀ

    Share on :
    Date: Dec 7, 2018    Views: 151

    ଭୁବନେଶ୍ୱର: ଭିମସାର ନିଦେ୍ର୍ଧଶକ ପ୍ରଫେସର ଅଶ୍ନିନୀ ପୂଜାହାରୀ ସର୍ଜରୀ ବିଭାଗ ଛାଡ଼ିଥିବା ଜଣାଯାଇଛି । ଶ୍ରୀ ପୂଜାହାରୀ ଭିମସାର ସର୍ଜରୀ ୟୁନିଟ-୧ର ଅଧିକାରୀ ଦାୟିତ୍ୱରୁ ଅବ୍ୟାହତି ନେଇଛନ୍ତି ।

    ଏନେଇ ସେ ସର୍ଜରୀ ବିଭାଗ ମୁଖ୍ୟଙ୍କୁ ଚିଠି ଲେଖିଥିବା ଜଣାଯାଇଛି ।

    ପୂଜାହାରୀଙ୍କ ଲୁଣ ଓ ତବଲା ଥେରାପି ଭିଡିଓ ଭାଇରାଲ ହେବା ପରେ ସେ ସର୍ଜରୀ ବିଭାଗ ଛାଡ଼ିଥିବା ଜଣାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook