Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମଞ୍ଚରେ ବେହୋସ ହୋଇଗଲେ ନୀତିନ ଗଡ଼କରୀ

    Share on :
    Date: Dec 7, 2018    Views: 125

    ନୂଆଦିଲ୍ଲୀ: ମଞ୍ଚ ଉପରେ ବେହୋସ ହୋଇଗଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଅହମ୍ମଦ ନଗରରେ ଅନୁଷ୍ଠିତ ଏକ ସଭାରେ ସେ ଯୋଗଦେଇଥିବାବେଳେ ମଞ୍ଚ ଉପରେ ସେ ବେହୋସ ହୋଇପଡ଼ିଥିବା ଜଣାଯାଇଛି । ଅହମ୍ମଦ ନଗରରେ ଥିବା ଫୁଲେ କୃଷି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେଇଥିଲେ ।

    ତେବେ ସଭା କାର୍ଯ୍ୟ ଚାଲିଥିବାବେଳେ ଗଡକାରୀ ହଠାତ ବେହୋସ ହୋଇ ସିଟରୁ ଗଳି ପଡ଼ିଥିବା ଜଣାଯାଇଛି । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଛି । 

    ତେବେ ମେଡିକାଲରେ ପରୀକ୍ଷା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିବା ଜଣାଯାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook