ଇଣ୍ଡିଜ୍ ଗସ୍ତ ଯାଏଁ କୁମ୍ବଲେ କୋଚ୍ ରହିବେ: ବିନୋଦ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ନୂଆ କୋଚ୍ ନିଯୁକ୍ତିକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି କମିଟି ଅଫ୍ ଆଡ୍ମିନିଷ୍ଟ୍ରେଟର୍ସ (ସିଓଏ) ଅଧ୍ୟକ୍ଷ ବିନୋଦ ରାୟ । ଭାରତୀୟ ଦଳର ମୁଖ୍ୟ କୋଚ୍ ଅନୀଲ କୁମ୍ବଲେ ଆଗାମୀ ଇଣ୍ଡିଜ୍ ଗସ୍ତ ଯାଏଁ ଦାୟିତ୍ୱ ସମ୍ଭାଳିବେ ...