Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ହାତୀ ଛୁଆର ମୃତ ଦେହ ଉଦ୍ଧାର

    Share on :
    Date: Dec 7, 2018    Views: 45

    ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଏକ ହାତୀ ଛୁଆର ମୃତ ଦେହ ଉଦ୍ଧାର କରାଯାଇଛି । ଖମାର ରେଞ୍ଜ ଶଙ୍ଖମୂଳ ଜଙ୍ଗଲରୁ ଉକ୍ତ ମୃତ ଦେହ ଉଦ୍ଧାର ହୋଇଛି ।

    ମୃତ ହାତୀ ଛୁଆର ବୟସ ୧ ମାସ ହେବ ବୋଲି ଜଣାପଡ଼ିଛି । ତେବେ ହାତୀ ଛୁଆର ମୃତୁ୍ୟର କାରଣ ଜଣାପଡ଼ିନଥିବାବେଳେ ବନବିଭାଗ କର୍ମଚାରୀ ଘଟଣାର ତଦନ୍ତ କରୁଛି । 

    Maximum 500 characters

    ଆଂଚଳିକ View all

    Find Us on Facebook