Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସଂଜୟ ସିଂହ ସୂଚନା ଓ ଲୋକସମ୍ପର୍କ ସଚିବ

    Share on :
    Date: Dec 7, 2018    Views: 111

    ଭୁବନେଶ୍ୱର : ବରିଷ୍ଠ ଆଇଏଏସ ସଂଜୟ କୁମାର ସିଂହଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି  । ଏସଂକ୍ରାନ୍ତୀୟ ଫାଇଲକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି  । ଆଜି ବିଧିବଦ୍ଧ ଭାବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ  । ଶ୍ରୀ ସିଂହ ଏହି ନୂଆ ଦାୟିତ୍ୱ ସହ ଇଡ଼କୋ ସିଏମଡ଼ି ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ  । ଏବେ ଶକ୍ତି ସଚିବ ହେମନ୍ତ ଶର୍ମା ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook