Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମୁକୁଳିଲେ ଆୟାର, ଚେନ୍ନାଇ ଗଲେ

    Share on :
    Date: Dec 6, 2018    Views: 59

    ଭୁବନେଶ୍ୱର : ଅକ୍ଟୋବର ୨୩ରୁ ଜେଲରେ ରହିଥିବା ଅଭିଜିତ ଆୟାର ମିତ୍ର ଦୀର୍ଘଦିନ ପରେ ମୁକୁଳିଛନ୍ତି  । ଶରୀର ଅସୁସ୍ଥ ଯୋଗୁଁ ସେ ଜେଲରୁ ଆସି ହସପିଟାଲରେ ଚକିତ୍ସିତ ହେଉଥିଲେ  ।  କାଲି ହାଇକୋର୍ଟ ଜାମିନ ଦେଇଥିବାବେଳେ ଆଜି ତଳ କୋର୍ଟରେ ତାଙ୍କୁ ସର୍ତମୂଳକ ଜାମିନ ମିଳିଥିଲା  । ହସପିଟାଲରୁ ଡିସଚାର୍ଜ ହେବା ପରେ ସେ ସିଧାସଳଖ ଭୁବନେଶ୍ୱର ବିମାନବନ୍ଦର ଯିବେ  । ଭୁବନେଶ୍ୱରରୁ ସେ ଚେନ୍ନାଇ ଯିବେ  । ନିଜ ମା’ଙ୍କୁ ଭେଟିବା ପାଇଁ ସେ ଚେନ୍ନାଇ ଯିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି  । ତେବେ ଆୟାର ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା  ନଦେଇ କେବଳ ଧନ୍ୟବାଦ ଦେଇଥିଲେ  ।

    Maximum 500 characters

    ତାଜା ଖବର View all

    Find Us on Facebook