Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପୁଅକୁ ଛୁରି ଭୁସିଲା ନିଶାଗ୍ରସ୍ତ ବାପା

    Share on :
    Date: Dec 6, 2018    Views: 97

    କେନ୍ଦ୍ରାପଡ଼ା: ମଦ ନିଶାରେ ଜଣେ ବାପା ନିଜ ପୁଅକୁ ଛୁରି ଭୁସିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ।

    କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଇତିପୁର ଗ୍ରାମରେ ଏହି ଘଟଣା ଘଟିଛି । ନିଶାଗ୍ରସ୍ତ ବାପା ସୁନାକର ମଲ୍ଲିକଙ୍କ ଛୁରା ମାଡ଼ରେ ପୁଅ ପ୍ରମୋଦ ମଲ୍ଲିକ ଗୁରୁତର ଆହତ ହୋଇଛନ୍ତି ।

    ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook