Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟ କଂଗ୍ରେସ ଇସ୍ତାହାର କମିଟି ଘୋଷିତ: ଶ୍ରୀକାନ୍ତ ଆଉଟ

    Share on :
    Date: Dec 6, 2018    Views: 1447

    ଭୁବନେଶ୍ୱର: ଏଆଇସିସି ପକ୍ଷରୁ ରାଜ୍ୟ କଂଗ୍ରେସ ଇସ୍ତାହାର କମିଟି ଘୋଷଣା କରାଯାଇଛି ।  ଏହି ଘୋଷଣା ଅନୁଯାୟୀ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତ ଜେନାଙ୍କୁ ହଟାଯାଇଛି ।  ଶ୍ରୀକାନ୍ତ ଜେନାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷଭାବେ ନିଯୁକ୍ତ କରାଯାଇଛି ।

    ଏହି ଅବସରରେ ଗଣେଶ୍ୱରଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ କମିଟି ଘୋଷିତ କରାଯାଇଛି । ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ,  ଶ୍ୟାମ ସୁନ୍ଦର ହାଁସଦା, ମେରି ସୁରିନ, ନଟବର ଖୁଣ୍ଟିଆ, ଲିଆକତ ଅଲ୍ଲୀ, ସତ୍ୟପ୍ରକାଶ ନାୟକ ଓ ବିସ୍ମୟ ମହାପାତ୍ରଙ୍କୁ ସଦସ୍ୟଭାବେ ନିଯୁକ୍ତ କରାଯାଇଛି । 

    ଅନ୍ୟପକ୍ଷରେ ବିସ୍ମୟ ମହାପାତ୍ରଙ୍କୁ ଇସ୍ତାହାର କମିଟିର ଆବାହକଭାବେ ନିଯୁକ୍ତ କରାଯାଇଛି । 

    Maximum 500 characters

    ରାଜନୀତି View all

    Find Us on Facebook