Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବାସୁଦେବପୁର: ୧୯୫୨ରୁ ଏଯାଏଁ କାହା ହାତରେ ଶାସନ ଡେ଼ାରି

    Share on :
    Date: Dec 6, 2018    Views: 161

    ଭୁବନେଶ୍ୱର : ପାଖେଇ ଆସୁଛି ୨୦୧୯ ନିର୍ବାଚନ  । ୧୯୫୨ରୁ ଏଯାଏଁ ପନ୍ଦର ଥର ନିର୍ବାଚନ ହୋଇ ସାରିଲାଣି  । ଆମ ଅଂଚଳର ଏବେର ବିଧାୟକ ଓ ଚର୍ଚ୍ଚିତ ଚେହେରାଙ୍କୁ ହୁଏତ ଆମେ ମନେ ରଖିଥିବା ବା ଜାଣିଥିବା  । କିନ୍ତୁ ୧୯୫୨ରୁ ଆଜି ପର୍ଯ୍ୟନ୍ତ କାହା ହାତରେ ଆମ ନିର୍ବାଚନମଣ୍ଡଳୀର ଜନତା ଶାସନର ଡୋରି ଧରାଇ ଦେଇଛନ୍ତି ହୁଏତ ଅନେକ ସେ ସମ୍ପର୍କରେ ଅବଗତ ନଥିବେ  । ସେ ସମ୍ପର୍କରେ ସମ୍ୟକ ସୂଚନା ଦେବା ପାଇଁ ଓଡ଼ିଆ ସ୍ପଟ ନୁ୍ୟଜର ପ୍ରୟାସ  । ଏଥର ବାସୁଦେବପୁର ନିର୍ବାଚନମଣ୍ଡଳୀ ସମ୍ପର୍କରେ ଜାଣିବା  ।
    ୧. ସ୍ୱର୍ଗତ ନିଳମଣୀ ରାଉତରାୟ- କଂଗ୍ରେସ - ୧୯୬୧-୧୯୬୭
    ୨. ସ୍ୱର୍ଗତ ହରେକୃଷ୍ଣ ମହତାବ- ଜନ କଂଗ୍ରେସ - ୧୯୬୭-୧୯୭୧
    ୩. ସ୍ୱର୍ଗତ ନିଳମଣୀ ରାଉତରାୟ- ଉକ୍ରଳ କଂଗ୍ରେସ - ୧୯୭୧-୧୯୭୩
    ୪. ସ୍ୱର୍ଗତ ଜଗବନ୍ଧୁ ଦାସ- କଂଗ୍ରେସ - ୧୯୭୪-୧୯୭୭
    ୫. ସ୍ୱର୍ଗତ ନୀଳମଣି ରାଉତରାୟ -ଜନତା - ୧୯୭୭-୧୯୮୦
    ୬. ସ୍ୱର୍ଗତ ଜଗବନ୍ଧୁ ଦାସ - କଂଗ୍ରେସ - ୧୯୮୦-୧୯୮୫
    ୭. ମଧୁସୂଦନ ପାଣିଗ୍ରାହୀ - କଂଗ୍ରେସ - ୧୯୮୫-୧୯୯୦
    ୮. ବିଜୟଶ୍ରୀ ରାଉତରାୟ - ଜନତା - ୧୯୯୦-୧୯୯୫
    ୯. ବିଜୟଶ୍ରୀ ରାଉତରାୟ - ଜନତା - ୧୯୯୫-୨୦୦୦
    ୧୦. ବିଜୟଶ୍ରୀ ରାଉତରାୟ - ବିଜେଡି- ୨୦୦୦-୨୦୦୪
    ୧୧. ବିଜୟଶ୍ରୀ ରାଉତରାୟ - ବିଜେଡି-୨୦୦୪-୨୦୦୯
    ୧୨. ବିଜୟଶ୍ରୀ ରାଉତରାୟ - ବିଜେଡି- ୨୦୦୯-୨୦୧୪
    ୧୩. ବିଜୟଶ୍ରୀ ରାଉତରାୟ - ବିଜେଡି - ୨୦୧୪ରୁ ଏଯାବତ

    Maximum 500 characters

    ରାଜନୀତି View all

    Find Us on Facebook