Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କେଉଁ ଦଳର ନେତାଙ୍କୁ ଭେଟିବେ କେଉଁ ବିଜେଡ଼ି ନେତା, ୯ରେ ବୈଠକ

    Share on :
    Date: Dec 6, 2018    Views: 989

    ଭୁବନେଶ୍ୱର : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ଅଭିଯାନକୁ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ କେଇପାଦ ଆଗକୁ ନେଇଛନ୍ତି  । ୨୨ ରାଜନୈତିକ ଦଳ ସହ ଦଳର କେଉଁ ନେତା ଆଲୋଚନା କରିବେ ତାହାର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି  । ଅପରପକ୍ଷରେ ସଂସଦର ଶୀତ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବା ପାଇଁ ଆସନ୍ତା ୯ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି  । ନବୀନ ନିବାସରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଦଳର ସମସ୍ତ ସାଂସଦମାନେ ଯୋଗଦେବେ  ।

    ଏବେ ଆସନ୍ତୁ ନଜର ପକାଇନେବା କେଉଁ ଦଳର ନେତାଙ୍କୁ କେଉଁ ବିଜେଡ଼ି ନେତା ଭେଟିବେ...

    ବିଜେପି : ପ୍ରସନ୍ନ ଆଚାର୍ଯ୍ୟ, ବେଦପ୍ରକାଶ ଅଗ୍ରୱାଲ, ଭର୍ତୃହରି ମହତାବ ଓ ସରସ୍ୱତୀ ହେମ୍ବ୍ରମ
    କଂଗ୍ରେସ : ତଥାଗତ ଶତପଥୀ, ବେଦପ୍ରକାଶ ଅଗ୍ରୱାଲ, ପିନାକୀ ମିଶ୍ର ଓ ପ୍ରସନ୍ନ କୁମାର ପାଟ୍ଟଶାଣୀ
    ତୃଣମୂଳ କଂଗ୍ରେସ : ସୌମ୍ୟରଂଜନ ପଟ୍ଟନାୟକ, ଅନନ୍ତ ଦାସ, ଅରବିନ୍ଦ ଢାଲି
    ବହୁଜନ ସମାଜ ପାର୍ଟି : ଶଶୀଭୂଷଣ ବେହେରା, ଅନଙ୍ଗ ଉଦୟ ସିଂହଦେଓ ଓ ପ୍ରତୁ୍ୟଷା ରାଜେଶ୍ୱରୀ ସିଂହ
    ସିପିଆଇ/ସିପିଆଇଏମ : କଳିକେଶ ନାରାୟଣ ସିଂହଦେଓ, ଡକ୍ଟର କୁଳମଣି ସାମଲ ଓ ରୀତା ତରାଇ
    ଏନସିପି : ବଦ୍ରି ନାରାୟଣ ପାତ୍ର, ଅରୂପ ପଟ୍ଟନାୟକ, ଶଙ୍କୁନ୍ତଳା ଲାଗୁରୀ
    ଆପ୍ : ସୂର୍ଯ୍ୟ ନାରାୟଣ ପାତ୍ର, ଅନୁଭବ ମହାନ୍ତି, ଡକ୍ଟର ପ୍ରଭାସ ସିଂହ
    ଏଆଇଡ଼ିଏମକେ ଓ ଡିଏମକେ : ଦେବୀ ପ୍ରସାଦ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର
    ଭାରତୀୟ ଜାତୀୟ ଲୋକଦଳ : କିଶୋର ମହାନ୍ତି, ଯୋଗେନ୍ଦ୍ର ତ୍ରିପାଠୀ
    ଜେଡ଼ିଏସ ଓ ଜେଡ଼ିୟୂ : ନଗେନ୍ଦ୍ର ପ୍ରଧାନ ଓ ରବୀନ୍ଦ୍ର କୁମାର ଜେନା
    ଏନସି/ପିଡ଼ିପି : ପିନାକୀ ମିଶ୍ର ଓ ଲଡ଼ୁକିଶୋର ସ୍ୱାଇଁ
    ଜେଏମଏମ : ଅନୁଭବ ମହାନ୍ତି, ଝିନ ହିକକା ଓ ବିମ୍ବାଧର କୁଅଁର
    ଆରଜେଡ଼ି : ପ୍ରସନ୍ନ ଆଚାର୍ଯ୍ୟ ଓ ସରୋଜିନୀ ହେମ୍ବ୍ରମ
    ଶିରୋମଣୀ ଅକାଳୀ ଦଳ : ତଥାଗତ ଶତପଥୀ ଓ ସୂର୍ଯ୍ୟ ନାରାୟଣ ପାତ୍ର
    ଶିବସେନା : ଅରୂପ ପଟ୍ଟନାୟକ ଓ ବଳଭଦ୍ର ମାଝୀ
    ସମାଜବାଦ ପାର୍ଟି : ଭର୍ତୃହରି ମହତାବ ଓ ପ୍ରତୁ୍ୟଷା ରାଜେଶ୍ୱରୀ ସିଂହ
    ଟିଡ଼ିପି/ଟିଆରଏସ : ସୌମ୍ୟରଂଜନ ପଟ୍ଟନାୟକ ଓ ଏନ ଭାସ୍କର ରାଓ

    Maximum 500 characters

    ରାଜନୀତି View all

    Find Us on Facebook