Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାସ୍ତାକୁ ଓହ୍ଲାଇବ ବିଜେପି

    Share on :
    Date: Dec 5, 2018    Views: 239

    ଭୁବନେଶ୍ୱର: ପିସି ବନ୍ଦ ଓ ବେରୋଜଗାର ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେପି ଯୁବମୋର୍ଚ୍ଚା । ଆସନ୍ତା ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସବୁ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ହରତାଳ କରାଯିବ ।

    ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ବିଜେପି ଜନପରାମର୍ଶ ପଦଯାତ୍ରା ଜାରି ରଖିଥିବାବେଳେ ଆସନ୍ତା ୨୫ ତାରିଖରେ ସାରା ରାଜ୍ୟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରୋଜଗାର ପରାମର୍ଶ ଯାତ୍ରା କରାଯିବ ବୋଲି ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ସୂଚନା ଦେଇଛନ୍ତି । 

    Read more

    ସତରେ ବିଜେପି ଖୁସି ତ ?

    ଭୁବନେଶ୍ୱର : ମିଶନ ୧୨୦ ଲକ୍ଷ୍ୟ ହାସଲ ପାଇଁ ବିଜେପିର ଜାତୀୟ ଓ ରାଜ୍ୟସ୍ତରୀୟ ତୁଙ୍ଗ ନେତାମାନେ ଦିନରାତି ଏକ କରିଦେଇଥିଲେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ...

    Read more

    ଏସଆରସିଙ୍କୁ ବିଜେପିର ଫେରାଦ

    ଭୁବନେଶ୍ୱର: ଏସଆରସିଙ୍କୁ ଫେରାଦ ହୋଇଛି ବିଜେପି । ବିଜେଡି ବିରୋଧରେ ଏସଆରସିଙ୍କୁ ଭେଟି ଫେରାଦ ହୋଇଛି ବିଜେପି ।  ବାତ୍ୟାରେ ଭାଙ୍ଗିଯାଇଥିବା ଘର ଚିହ୍ନଟ ପାଇଁ ବିଜୁ ଯୁବ ବାହିନୀ ନିଯୁକ୍ତିକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି ।  ଏହା ନିର୍ବାଚନ ଆଚରଣ ବିଧିର ...

    Read more

    ପାରୋଲରେ ଗଲେ ନୀଳମଣି

    ବ୍ରହ୍ମପୁର: ଗତ ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ରେଂଟି ବୁଥରେ ଇଭିଏମ ଭଙ୍ଗାରୁଜା ମାମଲାରେ ଗିରଫ ହୋଇଥିବା ସୋରଡ଼ା ଜେଲରେ ଥିବା ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ପାରୋଲରେ ଆସିଛନ୍ତି । ଦୁଇ ଭଣଜାଙ୍କ ...

    Maximum 500 characters

    ରାଜନୀତି View all

    Find Us on Facebook