Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

    Share on :
    Date: Dec 5, 2018    Views: 83

    ଭୁବନେଶ୍ୱର: ଦାଶରଥୀ ଦାସ ପାଇବେ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ପୁସ୍ତକ ପାଇଁ ଶ୍ରୀ ଦାସ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । 
    ସେହିପରି ଚଳିତ ବର୍ଷର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ପାଇଁ ଗଗନେନ୍ଦ୍ର ନାଥ ଦାସ ମନୋନୀତ ହୋଇଛନ୍ତି । ଏଡାଛଡ଼ା କୋଶଳି ସମ୍ବଲପୁରୀ ଭାଷା ସମ୍ମାନ ପାଇଁ ପ୍ରଫୁଲ୍ଲ ତ୍ରିପାଠୀ ଓ ହଳଧର ନାଗ ମନୋନୀତ ହୋଇଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook