Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଜାଲ ନୋଟ: ୩ ବାଂଲାଦେଶୀ ଗିରଫ

    Share on :
    Date: Dec 5, 2018    Views: 59

    ବାଲେଶ୍ୱର: ବାଲେଶ୍ୱର ବସଷ୍ଟାଣ୍ଡରେ ଜାଲ ନୋଟ କାରବାର । ଏହି ଜାଲ ନୋଟ କାରବାରରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । 

    ଗିରଫ ୩ ଜଣ ବାଂଲାଦେଶୀ ହୋଇଥିବା ସହଦେବଖୁଣ୍ଟା  ଥାନା ପୁଲିସ ସୂଚନା ଦେଇଛି । 

    ପୁଲିସ ଗିରଫ ଅଭିଯୁକ୍ତମାନଙ୍କ ଠାରୁ କିଛି ଜାଲ ନୋଟ ମଧ୍ୟ ଜବତ କରିଛି । ତେବେ ଏହି କାରବାରରେ ଆଉ କାହାର ସମ୍ପୃକ୍ତି ଅଛି ସେନେଇ ପୁଲିସ ତଦନ୍ତ ଚଳାଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook