Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ନୂଆ କ୍ୟାମ୍ପସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    Share on :
    Date: Dec 5, 2018    Views: 125

    କଟକ: ମୌଲାନା ଆଜାଦ ଜାତୀୟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ଶିଳାନ୍ୟାସ କରାଯାଇଛି । ସିଡିଏର ସେଣ୍ଟର-୧୩ରେ କ୍ୟାମ୍ପସର ଶିଳାନ୍ୟାସ କରାଯାଇଛି ।

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି ।  ଏହି ବିଶ୍ୱବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ପଲିଟେକନିକ ଓ ଆଇଟିଆଇ ପାଠ୍ୟକ୍ରମ ରହିବ ବୋଲି ଜଣାଯାଇଛି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook