ବିଜୟ ମାଲ୍ୟା ଗିରଫ


ଲଣ୍ଡନ: ୯୦୦୦ କୋଟି ଟଙ୍କାର ଋଣ ନେଇ ଭାରତରୁ ପଳାୟନ ହୋଇଥିବା ମଦ ସମ୍ରାଟ ବିଜୟ ମାଲ୍ୟା ମଙ୍ଗଳବାର ମନି ଲଣ୍ଡରିଂ ମାମଲାରେ ଇଂଲଣ୍ଡରୁ ଗିରଫ ହୋଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଭାରତର ବିଭିନ୍ନ ବ୍ୟାଙ୍କରେ ମାଲ୍ୟାଙ୍କ ନାମରେ ୯୦୦୦ ...