Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

    Share on :
    Date: Dec 5, 2018    Views: 51

    ନୂଆପଡ଼ା: ଜମିକୁ ଜଳସେଚନ ସୁବିଧା ଓ ମରୁଡ଼ି ଘୋଷଣା ସହ ଫସଲ ବୀମା ପ୍ରଦାନ ଓ ଶତ ପ୍ରତିଶତ ସହାୟତା ଦାବିରେ ନୂଆପଡ଼ା ଜିଲ୍ଲାର ଖାସବାହାଲ ଓ ଦୋହେଲପଡ଼ା ଗ୍ରାମର ଚାଷୀମାନେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ନିଖିଳ ଉକ୍ରଳ ଚାଷୀ ମୂଳିଆ ସଙ୍ଗଠନ ପକ୍ଷରୁ ଭବାନୀପାଟଣା-ଖଡ଼ିଆଳ ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି । ଫଳରେ ଉକ୍ତ ରାସ୍ତା ଦେଇ ଗମନାଗମନ ବାଧାପ୍ରାପ୍ତ ହୋଇଛି । 
    ଖଡ଼ିଆଳ ମୁଖ୍ୟ ରାସ୍ତାରେ ଚାଷୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବାରୁ  ଯାତାୟାତ ବାଧାପ୍ରାପ୍ତ ହୋଇଛି ।

    ସେହିପରି ଭାରିଯାନଗୁଡ଼ିକ ମଧ୍ୟ ରାସ୍ତା ଉପରେ ଅଟକି ରହିଛି । ଅନ୍ୟପକ୍ଷରେ ଋଣ ଛାଡ଼ ଓ ଜମିକୁ ଜଳ ଯୋଗାଣ ନକରାଗଲେ ଆଗାମୀ ନିର୍ବାଚନରେ ଭୋଟ ଦେବୁ ନାହିଁ ବୋଲି ଆନେ୍ଦାଳନକାରୀମାନେ ଚେତାବନୀ ଦେଇଛନ୍ତି । 

    Read more

    ଧାନ ରଖି ଚାଷୀଙ୍କ ରାସ୍ତାରୋକ

    କେନ୍ଦୁଝର: କେନ୍ଦୁଝର  ଜିଲ୍ଲା ହାଟଡିହି ବ୍ଲକରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ରାସ୍ତାରେ ଧାନ ରଖି ଚାଷୀମାନେ ବସିଛନ୍ତି । ପ୍ରକୃତ ଚାଷୀଙ୍କ ଠାରୁ ଧାନ କିଣା ନହୋଇ ଦଲାଲଙ୍କ ଠାରୁ ଧାନ କିଣା ହେଉଥିବା ଅଭିଯୋଗ କରି ଚାଷୀମାନେ ଧାରଣାରେ ବସିଛନ୍ତି । ଦୀର୍ଘ ...

    Read more

    ସମ୍ବଲପୁରରେ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ

    ସମ୍ବଲପୁର: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୁଇ ମାସରୁ ଅଧିକ ଦିନ ଧରି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆନେ୍ଦାଳନ ଚଳାଇ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହା ପ୍ରତିବାଦରେ ଆଜି ଠାରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ...

    Read more

    ୧୨ ଘଣ୍ଟିଆ କରଞ୍ଜିଆ ବନ୍ଦ

    ବାରିପଦା: କରଞ୍ଜିଆ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତରଣକୁ ବିରୋଧ କରି ଗୁରୁବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । କରଞ୍ଜିଆ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାରେ ୫ଟି ବ୍ଲକକୁ ସମ୍ପୂର୍ଣ୍ଣ ବନ୍ଦ କରିବା ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook