Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କାର ଦୁର୍ଘଟଣାରେ ଫାଣ୍ଡି ଅଧିକାରୀ ମୃତ

    Share on :
    Date: Dec 5, 2018    Views: 97

    ରାଉରକେଲା: ରାଉରକେଲା ବିର୍ସାମୁଣ୍ଡା ଛକ ନିକଟରେ ଏକ କାର ଦୁର୍ଘଟଣାରେ ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ମନୋଜ ନାୟକଙ୍କ ମୃତୁ୍ୟ ଘଟିଛି । ସେ ନିଜ ଡୁ୍ୟଟି ସାରି ଗତକାଲି ରାତିରେ ଏକ କାର ଯୋଗେ ରାଉରକେଲା ସ୍ଥିତ ନିଜ ସରକାରୀ କ୍ୱାର୍ଟରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ସେ କାରଟିକୁ ଏକ ଡିଭାଇଡରରେ ପିଟି ଦେଇଥିଲେ ।

    ଦୁର୍ଘଟଣାରେ ସେ କାର ଭିତରେ ଚାପି ହୋଇ ରହିଯାଇଥିଲେ । ଏନେଇ ଖବର ପାଇ ପ୍ଲାଣ୍ଟ ସାଇଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଆଇଜିଏଚରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

    Maximum 500 characters

    ଆଂଚଳିକ View all

    Find Us on Facebook