Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ରାଉରକେଲା ନିଟରେ ଅଗ୍ନିକାଣ୍ଡ

    Share on :
    Date: Dec 5, 2018    Views: 59

    ରାଉରକେଲା: ରାଉରକେଲା ନିଟରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ନିଟର ୱାର୍କ୍ସ ଓ ପର୍ଚେଜ ଡିପାର୍ଟମେଣ୍ଟରେ ନିଆଁ ଲାଗିଯାଇଥିଲା । ତା ମଧ୍ୟରେ ଥିବା ଆସବାବପତ୍ର ଓ କମ୍ପୁ୍ୟଟର ପୋଡ଼ି ଯାଇଛି ।

    ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ନିଆଁ କେମିତି ଲାଗିଲା ସେ ନେଇ କୌଣସି ସୂଚନା ମିଳିନାହିଁ ।

    Maximum 500 characters

    ଆଂଚଳିକ View all

    Find Us on Facebook