Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

ମନୋରଂଜନ ପାଣିଗ୍ରାହୀ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ନୂତନ ସଚିବ

Date: Aug 1, 2015    Views: 311

ଭୁବନେଶ୍ୱର : ୧୯୮୮ ବ୍ୟାଚ୍‍ ଆଇଆରଏସ୍‍ ଅଫିସର ମନୋରଂଜନ ପାଣିଗ୍ରାହୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି  । ଏହାଛଡ଼ା ତାଙ୍କୁ ସଂସ୍କୃତି ବିଭାଗର ସଚିବ ମଧ୍ୟ କରାଯାଇଛି  । ଭୁବନେଶ୍ୱର ଆୟକର ବିଭାଗରେ କମିଶନର ଭାବେ ଅବସ୍ଥାପିତ ଶ୍ରୀ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଅଧିନକୁ ଆସିଛନ୍ତି  ।


    

Maximum 500 characters