Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୮ରେ ବିଜେପିରେ ମିଶିବେ ବୈଜୟନ୍ତ !

    Share on :
    Date: Dec 4, 2018    Views: 10210

    ଭୁବନେଶ୍ୱର : କେବେ ବିଜେପିରେ ଯୋଗଦେବେ ବୈଜୟନ୍ତ ପଣ୍ଡା ? ନୂଆଦିଲ୍ଲୀରୁ ବାରବାର ଡକରା ଆସୁଥିଲେ ବି ଆଉ କେତେଦିନ ସମୟ ଗଡ଼ାଇବେ ? ବୈଜୟନ୍ତଙ୍କ ବଳ ଆଶାରେ ଦଳ ଗଢ଼ିଥିବା ଦାମୋଦର ରାଉତ ହତାଶ ହେବେକି ? ଏମିତି ଚର୍ଚ୍ଚା ଓଡ଼ିଶା ରାଜନୀତିରେ ଜୋର ଧରିଥିବାବେଳେ ଟ୍ୱିଟରରେ କିନ୍ତୁ ଆଉ ଏକ ଚର୍ଚ୍ଚା ଜୋର ଧରିଛି  । ଡିସେମ୍ବର ୮ରେ ବୈଜୟନ୍ତ ପଣ୍ଡା ବିଜେପିରେ ମିଶିବେ ବୋଲି ବୈଜୟନ୍ତଙ୍କ ବନ୍ଧୁମାନେ ସଂକେତ ଦେଇଛନ୍ତି  । ହିନ୍ଦୁର ପଲଟିକାଲ ଏଡ଼ିଟର ନିସ୍ତୁଲା ହେବାର ନିଜ ଟ୍ୱିଟରେ ସଂକେତ ଦେଇ କହିଛନ୍ତିଯେ, ଡିସେମ୍ବର ୮ରେ ଓଡ଼ିଶାର ଜଣେ ଗୁରୁତ୍ୱପୂର୍ଣ୍ଣ ନେତା ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି  । ସେ କିଏ ହୋଇପାରନ୍ତି ବୋଲି ସେ ଛୋଟ ପ୍ରଶ୍ନଟିଏ ବି କରିଛନ୍ତି  । ଏହାର ଉତରରେ ଅନେକ ଜାତୀୟସ୍ତରର ସାମ୍ବାଦିକ ବୈଜୟନ୍ତଙ୍କ ନାଁ ମଧ୍ୟ ନେଇଛନ୍ତି  । ଏପରିକି ପଲ୍ଲବୀ ଘୋଷ କୌତୁକରେ ଦ କୁଙ୍ଗ ଫୁ ପାଣ୍ଡା ବୋଲି ଉଲ୍ଳେଖ କରିଛନ୍ତି  ।

    Maximum 500 characters

    ଅଧିକ ମତାମତ

    Nobel work

    Samir swain

    Dec 4, 2018

    ସାରକଂ ବହୁତ ଭଲ decision bjp ଓଡିଶା ରେ ବହୁତ ମଜବୁତ ହେବ

    Raj Nayak

    Dec 4, 2018

    ରାଜନୀତି View all

    Find Us on Facebook