Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରିମାଣ୍ଡରେ ଫୟାଜ ରେହମାନ

    Share on :
    Date: Dec 4, 2018    Views: 65

    ଭୁବନେଶ୍ୱର : ବେଆଇନ ଭାବେ ସେଲଟର ହୋମ ଚଲାଇବା ଓ ନାବାଳିକାଙ୍କୁ ଯୌନ ଶୋଷଣ କରି ଗିରଫ ହୋଇଥିବା ଫୟାଜ ରହମାନଙ୍କୁ ପୁଲିସ ରିମାଣ୍ଡରେ ନେଇଛି  । ପୋକ୍ସୋ କୋର୍ଟ ଏଥିପାଇଁ ପୁଲିସକୁ ଅନୁମତି ଦେଇଛନ୍ତି  ।

    ସୂଚନାଯୋଗ୍ୟଯେ, ଗୁଡ଼ ନୁୃ୍ୟଜ ଇଣ୍ଡିଆ ଦ୍ୱାରା ରାଜ୍ୟ ତଥା ରାଜ୍ୟ ବାହାରେ ସେଲଟର ହୋମ ଖୋଲାଯାଇଛି  । ଯାହାର ମୁଖ୍ୟ ଥିଲେ ଫୟାଜ ରହମାନ  । ମିଶନାରୀ ଅର୍ଥରେ ଏହି ସେଲଟର ହୋମ ଚାଲି ଆସୁଥିବା ଅଭିଯୋଗ ହୋଇଛି  । ଏମିତିକି ସେଠାରେ ଧର୍ମ ପରିବର୍ତନ ହେବା ନେଇ ବିଭିନ୍ନସ୍ତରରେ ଅଭିଯୋଗ ମଧ୍ୟ ଆସିଛି  । ସେହିପରି ଅନେକ ସମୟରେ ବିଦେଶୀମାନେ ଉକ୍ତ ସେଲଟର ହୋମକୁ ଆସିବା ସହ ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ରଖିବା ନେଇ ମଧ୍ୟ ତଥ୍ୟ ମିଳିଛି  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook