Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପୁଲିସ ଭ୍ୟାନ ଧକ୍କାରେ ବୃଦ୍ଧ ମୃତ

    Share on :
    Date: Dec 3, 2018    Views: 71

    ବାଲେଶ୍ୱର: ପୁଲିସ ଭ୍ୟାନ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତୁ୍ୟ ହୋଇଛି । ଜାତୀୟ ରାଜପଥ-୬୦ର ମିରିଗିମୁଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି । ରାସ୍ତାରେ ଯାଉଥିବା ବୃଦ୍ଧଙ୍କୁ ବସ୍ତା ଥାନା ପୁଲିସ ଭ୍ୟାନ ଧକ୍କା ଦେଇଥିଲା । ଫଳରେ ସମ୍ପୃକ୍ତ ବୃଦ୍ଧଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା । ବୃଦ୍ଧଙ୍କ ମୃତୁ୍ୟ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । 

    Read more

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ

    ଉତ୍ତର ପ୍ରଦେଶ: ବିବାହ ଘରୁ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ୨୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନେ ହେଲେ ଉତ୍ତର ପ୍ରଦେଶ ମୁରାଦବାଦର ମଝୌଲା ଥାନା ଅନ୍ତର୍ଗତ ଲାକଡ଼ୀ ...

    Read more

    ଦୁର୍ଘଟଣାରେ ୫ ଗୋରୁ ମୃତ

    ଢେଙ୍କାନାଳ : ଢେଙ୍କାନାଳ ଜିଲାର ନିହାଲପ୍ରସାଦ ଥାନା ଅନ୍ତର୍ଗତ ଧନିଆନାଳୀ ନିକଟରେ ଏକ ଗୋରୁ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ଟି ଗୋରୁଙ୍କ ମୃତ୍ୟୁ ହୋଇଯାଇଛି। କଣ୍ଟେନର ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇ ...

    Read more

    କାର୍‌ ଦୁର୍ଘଟଣାଗ୍ରସ୍ତ , ୩ ମୃତ

    କାମାକ୍ଷାନଗର: ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଢେଙ୍କାନାଳ ଜିଲ୍ଲା ତୁମୋସିଙ୍ଘା ଥାନା ଅଞ୍ଚଳର ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ସୋଗର ସାଳୁଆ ଛକ ଠାରୁ ଅଳ୍ପ ଦୂରରେ ଗୋଟାଏ କାର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଗୋଟାଏ ପରିବାରର ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ...

    Maximum 500 characters

    ଆଂଚଳିକ View all

    Find Us on Facebook