Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିରେ ବଲାଙ୍ଗୀର ବନ୍ଦ

    Share on :
    Date: Dec 3, 2018    Views: 55

    ଭୁବନେଶ୍ୱର : ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି ନେଇ ଆଜି ବଲାଙ୍ଗୀରରେ ୨୪ ଘଂଟିଆ ବନ୍ଦ ପାଳନ କରାଯାଇଛି । ବଲାଙ୍ଗୀର ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ପାଳନ କରାଯାଇଛି । ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମସ୍ତ ବନ୍ଦ ହୋଇଯାଇଛି । ରାସ୍ତାଘାଟ ଏକ ପ୍ରକାର ଠପ ହୋଇଯାଇଛି । ଜିଲ୍ଲା ଓକିଲ ସଂଘ ଓ ମିଳିତ କି୍ରୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି । ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ିଚଳାଚଳ, ଟ୍ରେନ ଚଳାଚଳ ବି ବନ୍ଦ ରହିଛି । ଏହି ବନ୍ଦ ପାଳନକୁ ସମସ୍ତ ରାଜନୈତିକ ଦଳ ସମର୍ଥନ କରୁଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook